Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବନ୍ଧାହେଲେ ଭଣ୍ଡ ତାନ୍ତ୍ରିକ!

    Share on :
    ajab-Image
    Date: Nov 14, 2026    Views: 2839

    ଗଞ୍ଜାମ: ଗୁଣିଗାରେଡି କରିବା ପଡିଲା ମହଙ୍ଗା। ସୋସିଆଲ ମିଡିଆରେ ତନ୍ତ୍ରବିଦ୍ୟା ଭିଡିଓ ଛାଡି ବନ୍ଧାହେଲେ ନିଜକୁ ତାନ୍ତ୍ରିକ କହୁଥିବା ଯୁବକ। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଡ଼ି. ସିଙ୍ଗିପୁର ଗାଁର କ୍ରିଷ୍ଣା କୁମାର ମୁନି ଗିରଫ ହୋଇଛନ୍ତି। 

    ତନ୍ତ୍ରମନ୍ତ୍ର କରି ମହିଳାଙ୍କ ଦେହରୁ ଭୂତ ଛଡ଼ାଉଥିବା ଦାବି କରୁଥିଲେ ତାନ୍ତ୍ରିକ। ପ୍ରାୟ ୫ ବର୍ଷ ଧରି ଗାଁରେ ଏକ କୁଡ଼ିଆ ଘର କରି ତନ୍ତ୍ର ସାଧନା କରୁଥିଲେ। ଯୁବତୀଙ୍କ ଝାଡ଼ଫୁଙ୍କା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶରେ ଗିରଫ କରିଛି ପୋଲିସ୍। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook