Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀ ଓ ପିଏମଙ୍କ ଫଟୋ ଲଗାଇ ରିଲ୍ସ:ଯୁବକ ଗିରଫ

    Share on :
    ajab-Image
    Date: Jul 6, 2026    Views: 3132

    କଟକ: ଏଆଇର ଅପବ୍ୟବହାର କରି ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାର କରୁଥିବା ଅଭିଯୋଗରେ ଜଣେ ଯୁବକ ଗିରଫ। କମିଶନରେଟ ପୋଲିସର ସାଇବର କ୍ରାଇମ ଓ ଇକୋନୋମିକ୍ ଅଫେନ୍ସ ଥାନା ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କଟକ ଜଗତପୁର ଅଞ୍ଚଳର ବିଶ୍ବଜିତ ସାହୁ। 

    ଇନଷ୍ଟାଗ୍ରାମରେ ଏକ ଆକାଉଣ୍ଟ କରି ମୁଖ୍ୟମନ୍ତ୍ରୀ ଓ ପିଏମଙ୍କ ଫଟୋ ଲଗାଇ ରିଲ୍ସ ଓ ପୋଷ୍ଟ କରୁଥିଲେ। ଏହାର ତଦନ୍ତ କରି ଅଭିଯୁକ୍ତଙ୍କ ଠାରୁ ମୋବାଇଲ ଓ ଡିଜିଟାଲ ପ୍ରମାଣ ଜବତ କରିଛି ପୋଲିସ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook