Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କଲକାତା ଡିସିପି ଗିରଫ

    Share on :
    ajab-Image
    Date: May 15, 2026    Views: 3262

    କଲକାତା: କଲକାତାର ଡେପୁଟି ପୁଲିସ କମିସନର (ଡିସିପି) ଶାନ୍ତନୁ ସିହ୍ନା ବିଶ୍ବାସଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଛି। ଜମି ଜବରଦଖଲ ଓ ଚାନ୍ଦା ଆଦାୟ କରୁଥିବା ଅପରାଧୀ ଗୋଷ୍ଠୀ ବିଶ୍ବଜିତ୍ ପୋଦ୍ଦାର ଓରଫ ‘ସୋନା ପପ୍ପୁ’ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଶାନ୍ତନଙ୍କୁ ଗିରଫ କରାଯାଇଛି। ଇଡି ପକ୍ଷରୁ ତାଙ୍କୁ ବାରମ୍ବାର ସମନ ଜାରି କରାଯାଇଥିବାବେଳେ ସେ ଏହାକୁ ଏଡାଇ ଚାଲିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook