Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନଙ୍କୁ ଭେଟିଲେ ଅପରାଜିତା

    Share on :
    ajab-Image
    Date: Oct 12, 2025    Views: 2454

    ଭୁବନେଶ୍ୱର:  ଶନିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ଉପରେ ଅତିତର ସ୍ମୃତି ରୋମନ୍ଥନ କରିଥିଲେ । ଅତିତ ଏବଂ ବର୍ତ୍ତମାନର ଅନେକ ପ୍ରସଙ୍ଗ ଉପରେ ଢେର କିଛି ସମୟ ବସି ଆଲୋଚନା କରିଥିଲେ । ନବୀନଙ୍କ ଆରୋଗ୍ୟ କାମନା କରିବା ସହ ଆଶୀର୍ବାଦ ନେଇଥିଲେ ମାଡାମ ।
    ନବୀନଙ୍କୁ ଭେଟିବା ନେଇ ଢେର କିଛି ସମୟ ରାଜନୈତିକ ଚର୍ଚ୍ଚା ହୋଇଥିଲା । ମାତ୍ର ଅପରାଜିତା ଭେଟି ସାରିବା ପରେ ଏହା କୌଣସି ରାଜନୈତିକ ସାକ୍ଷାତ ଆଲୋଚନା ନଥିଲା ବରଂ ତାଙ୍କ ଝିଅ ବିବାହ ନେଇ ନବୀନ ବାବୁଙ୍କୁ ନିମନ୍ତ୍ରଣ ପତ୍ର ଦେବାକୁ ଯାଇଥିବା ଗଣମାଧ୍ୟମରେ କହିଥିଲେ ଅପରାଜିତା । ଶେଷରେ ଅପରାଜିତା ତାଙ୍କ ପତି ଏବଂ ନବୀନ ପଟ୍ଟନାୟକଙ୍କ ସହ ଫୋଟ ଉଠାଇଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook