Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗାଡ଼ି ଧକ୍କାକୁ ନେଇ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

    Share on :
    ajab-Image
    Date: Dec 31, 2025    Views: 3436

    ଭୁବନେଶ୍ୱର: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର ଥାନାରେ ମାମଲା ପରେ ୫ ଜଣ ଅଟକ, ଅଡି କାର୍‌ ଜବତ ହୋଇଛି।ପୋଷ୍ଟରକୁ ନେଇ ବାଇଁଆ ସମର୍ଥକ ଓ ବିଜେଡି ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook