Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ବିବାହ କରିବେ ଆମିର ଖାନ୍

    Share on :
    ajab-Image
    Date: Jun 5, 2026    Views: 2593

    ମୁମ୍ବାଇ : ପୁଣି ବିବାହ କରିବେ ବଲିଉଡ ଅଭିନେତା ଆମିର ଖାନ୍। ସେ ଖୁବ୍ ଶୀଘ୍ର ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏପର୍ୟ୍ୟନ୍ତ ଏହି ଖବର ବିଭିନ୍ନ ସୂତ୍ରରୁ ପ୍ରସାରିତ ହେଉଥିଲା, କିନ୍ତୁ ଏବେ ଆମିର ନିଜେ ନିଶ୍ଚିତ କରିଛନ୍ତି ଯେ ସେ ଜୁଲାଇ ୫ ତାରିଖରେ ବିବାହ କରିବେ।

    ଏକ ସାକ୍ଷାତକାରରେ, ଆମିର ଖାନ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛନ୍ତି ଯେ ସେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କ ସହିତ ଜୁଲାଇ ୫ ତାରିଖରେ ବିବାହ କରିବେ। କିଛି ମାସ ପୂର୍ବରୁ ଉଭୟ କହିଥିଲେ ଯେ ବିବାହ ସେମାନଙ୍କ ପାଇଁ ପ୍ରାଥମିକତା ନୁହେଁ ଏବଂ ସେମାନେ ଲିଭ-ଇନ୍ ସମ୍ପର୍କରେ ଖୁସି ଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook