Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରଥ ଯାତ୍ରାରେ ପୁରୀକୁ ଗଡ଼ିବ ୧୦୦ ଆମ ବସ୍: ମନ୍ତ୍ରୀ

    Share on :
    ajab-Image
    Date: Jun 9, 2025    Views: 3794

    ଭୁବନେଶ୍ୱର : ପୁରୀକୁ ଗଡ଼ିବ ୧୦୦ ଆମ ବସ୍‌ । ଆଗାମୀ ରଥ ଯାତ୍ରାରେ ଭକ୍ତ ଓ ପର୍ୟ୍ୟଟକଙ୍କ ସୁବିଧା ପାଇଁ ଗଡ଼ିବ ୧୦୦ ଆମ ବସ୍‌ । ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

    ଖବର ଅନୁଯାୟୀ, ଆସନ୍ତା ୧୧ ତାରିଖ  ଦିନ ପବିତ୍ର ସ୍ନାନଯାତ୍ରା । ଏଥିପାଇଁ ପ୍ରଶାସନ ଓ ସରକାର ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଏହିକ୍ରମରେ ରାଜ୍ୟ ଗୃହ ଓ ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରଥ ଯାତ୍ରା ସମୟରେ ପୁରୀକୁ ଗଡ଼ିବ ୧୦୦ ଆମ ବସ୍‌ । ରଥ ଯାତ୍ରାରେ ଭକ୍ତ ଓ ପର୍ୟ୍ୟଟକଙ୍କ ସୁବିଧା ପାଇଁ ଗଡ଼ିବ ୧୦୦ ଆମ ବସ୍‌ । ଭୁବନେଶ୍ୱର ଓ କଟକ ଭଳି ଆଖପାଖ ଅଞ୍ଚଳରୁ ୧୦୦ ବସ୍‌ ରଥ ଯାତ୍ରା ସମୟରେ ଭକ୍ତଙ୍କୁ ସେବା ଯୋଗାଇବେ । ଯାହା ଭକ୍ତଙ୍କ ଯାତାୟତରେ ସୁବିଧା ହେବ । 

    Maximum 500 characters

    ତାଜା ଖବର View all

    Find Us on Facebook