ମୁଖ୍ୟ ଖବର
ମୁମ୍ବାଇ: ମହାରାଷ୍ଟ୍ର ବାରାମତୀରେ ବଡ଼ ବିମାନ ଦୁର୍ଘଟଣା। ଅବତରଣ ବେଳେ ବିମାନ କ୍ରାସ୍ । ବିମାନରେ ଥିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର। ଅଜିତ୍ ପାଓ୍ବାରଙ୍କ ସ୍ବାସ୍ଥ୍ୟାବସ୍ଥା ବାବଦରେ ମିଳିପାରିନି ସୂଚନା । ଅଜିତ୍ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି । ବିମାନରେ ଅଜିତଙ୍କ ସମେତ ୬ ଜଣ ଥିଲେ। ଜନସଭା ପାଇଁ ମୁମ୍ବାଇରୁ ବାରାମତୀ ଯାଉଥିଲେ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ବାର। ଦୁର୍ଘଟଣାସ୍ଥଳରେ ପୁଲିସ ମୁତୟନ। ବାରାମତୀ ପାଇଁ ଝିଆରି ସୁପ୍ରିୟା ସୁଲେ ବାହାରିଛନ୍ତି ।
Comments ସମସ୍ତ ମତାମତ