Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାଇକ ଦୁର୍ଘଟଣା,୨ମୃତ

    Share on :
    ajab-Image
    Date: Apr 2, 2026    Views: 3134

    ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ନାକଟି ରାସ୍ତାରେ ବାଇକ ଦୁର୍ଘଟଣା।  ଭୋଜି ଖାଇ ​‌ଫେରୁଥିବା ସମୟରେ ମୃତ୍ୟୁ। ତୁଣ୍ତା ଗାଁରେ ବିବାହ  ଭୋଜି ଖାଇ ​‌ଫେରୁଥିବା ସମୟରେ ବେଳେ ବାଇକ ଦୁର୍ଘଟଣା ଘଟିଛି । ବାଇକରେ ଥିବା ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କ ମୃତ। ଆଉ ଜଣେ ଗୁରୁତର । ଖବର ପାଇଁ ପୁଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତାହତ ମାନେ ରାୟଗଡା ଜିଲ୍ଲାର ହୋଇଥିବା ନେଇ ବନ୍ଧୁଗାଁ ପୁଲିସର ସୂଚନା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook