Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୪୬ ଆଇଏଏସ, ୬୭ ଆଇପିଏସ ପଦବୀ ଖାଲି

    Share on :
    ajab-Image
    Date: Dec 1, 2025    Views: 3730

    ଭୁବନେଶ୍ୱର:  ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଆଇଏଏସ, ଆଇପିଏସ ଓ ଆାଇଏଫଏସ ପଦବୀ ଖାଲି ନେଇ ସୂଚନା ଦେଇଛନ୍ତି ।
    ବିଧାନସଭାରେ ଲିଖିତ ଉତ୍ତର ରଖିବା ସହ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ୪୬ ଆଇଏଏସ, ୬୭ ଆଇପିଏସ ଓ ୭୦ ଆଇଏଫଏସ ପଦବୀ ଖାଲି ପଡ଼ିଛି । 

    Maximum 500 characters

    ତାଜା ଖବର View all

    Find Us on Facebook