ମୁଖ୍ୟ ଖବର
ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ୟ୍ୟାୟ ପାଇଁ କଂଗ୍ରେସ ଦଳ ଏହାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଦଳର ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ରହିଛି। ଏହା ସହିତ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ବିଭିନ୍ନ ରାଜ୍ୟର ରାଜ୍ୟ ସଭାପତିଙ୍କୁ ମଧ୍ୟ ସାମିଲ କରାଯାଇଛି। ଆସନ୍ତୁ ଜାଣିବା ଏହି ତାଲିକାରେ କେଉଁ ନେତାମାନେ ସାମିଲ ଅଛନ୍ତି ।
ମଲ୍ଲିକାର୍ଜୁନ ଖାର୍ଗେ,ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ, କେସି ବେଣୁଗୋପାଳ,ପ୍ରିୟଙ୍କା ଗାନ୍ଧୀ ଭଦ୍ରା,ସୁଖବିନ୍ଦର ସିଂହ ସୁଖୁ,ଅଶୋକ ଗେହଲଟ୍, ଭୂପେଶ ବଘେଲ, ଦିଗବିଜୟ ସିଂହ, ଅଧିର ରଞ୍ଜନ ଚୌଧୁରୀ,ମୀରା କୁମାର,କୃଷ୍ଣ ଆଲ୍ଲାଭାରୁ,ସଚିନ ପାଇଲଟ୍,ରଣଦୀପ ସିଂହ ସୁରଜେୱାଲା,ସୟଦ ନାସିର ହୁସେନ,
ଚରଣଜିତ ସିଂହ ଚାନ୍ନୀ, ଗୌରବ ଗଗୋଇ, ତାରିକ ଅନୱର, ମହମ୍ମଦ ଜାଭେଦ, ଅଖିଳେଶ ପ୍ରସାଦ ସିଂହ, ମନୋଜ ରାମ, ଅଳକା ଲାମ୍ବା, କହ୍ନୈୟା କୁମାର, ପବନ ଖେଡ଼ା, ଇମ୍ରାନ ପ୍ରତାପଗଡ଼ି, ଶକିଲ ଅହମଦ, ଜିତୁ ପଟୱାରୀ, ସୁଖଦେବ ଭଗତ, ରାଜେଶ କୁମାର ରାମ,ଶକିଲ ଅହମ୍ମଦ ଖାନ, ମଦନ ମୋହନ ଝା, ଅଜୟ ରାୟ, ଜିଗ୍ନେଶ ମେଭାନି, ରଞ୍ଜିତ ରଞ୍ଜନ, ରାଜେଶ ରଞ୍ଜନ ( ପପୁ ଯାଦବ), ଅନିଲ ଜୟହିନ୍ଦ, ରାଜେନ୍ଦ୍ର ପାଲ ଗୌତମ, ଫୁରକାନ୍ ଅନସାରି, ଉଦୟ ଭାନୁ ଚିବ୍, ସୁବୋଧ କାନ୍ତ ସହାୟ,
Comments ସମସ୍ତ ମତାମତ 0