Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଜଗତସିଂହପୁର ଷ୍ଟାଡିୟମରେ ବାଲାଟ ପେପର ଜାଲିଆତି

    Share on :
    ajab-Image
    Date: Feb 23, 2017    Views: 78

    ପାରାଦୀପ:  ଆଜି ସମଗ୍ର ଜଗତସିଂହପୁର ଜିଲାରେ ଏକ ଭାଇରାଲ ଫଟୋକୁ ନେଇ ଚର୍ଚ୍ଚା । ଫଟୋରେ ଏକ ପୁଲିଂ ପାର୍ଟି ଭୋଟ ପରେ ଜଗତସିଂହପୁର ନବକଅଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ବାଲାଟ ବାକ୍ସ ଖୋଲିଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, କାଗଜ ଧରି ହିସାବ ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି । ଏହି ଫଟୋ ଭାଇରାଲ ହେବା ପରେ ସରକାରୀ କର୍ମଚାରୀଙ୍କୁ ଧରି ସରକାର ଦଳ ଭୋଟ ଅଦଳବଦଳ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

    Maximum 500 characters

    Find Us on Facebook