Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜିଠାରୁ ଭାରତ-ପାକିସ୍ତାନ ସମରାଭ୍ୟାସ

    Share on :
    ajab-Image
    Date: Aug 11, 2025    Views: 4334

    ନୂଆଦିଲ୍ଲୀ:ଭାରତୀୟ ନୌସେନାର ଯୁଦ୍ଧଜାହାଜଗୁଡ଼ିକ  ଆରବ ସାଗରରେ ସମରାଭ୍ୟାସ ପାଇଁ କାର୍ୟ୍ୟକ୍ରମ ସ୍ଥିର କରିଥିବାବେଳେ ପାକ୍‌ ନୌସେନା ମଧ୍ୟ ସେହି ସମୟରେ ଯୁଦ୍ଧାଭ୍ୟାସ କରିବାକୁ ଘୋଷଣା କରିଛି। ସାମୁଦ୍ରିକ ବାଣିଜ୍ୟର ମୁଖ୍ୟ ମାର୍ଗ ଏବଂ ଆଞ୍ଚଳିକ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆରବ ସାଗରରେ ଯୁଦ୍ଧାଭ୍ୟାସ ରଣନୈତିକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ। ତେବେ ଏନେଇ ଦୁଇ ଦେଶର ନୌସେନା ମଧ୍ୟରେ ପ୍ରତ୍ୟକ୍ଷ ସମନ୍ବୟ ଥିବାର କୌଣସି ସୂଚନା ପ୍ରତିରକ୍ଷା ଅଧିକାରୀ ଦେଇନାହାନ୍ତି। ମେ’ ୭ରେ ଭାରତୀୟ ସେନାର ଅପରେଶନ ସିନ୍ଦୂର ଜନିତ ଉତ୍ତେଜନା ପରେ ପ୍ରଥମ ଥର ପାଇଁ ୨ ନୌସେନା ଏକ ସମୟରେ ସମରାଭ୍ୟାସ କରିବାକୁ ଯାଉଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook