ମୁଖ୍ୟ ଖବର
ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ସୋମବାର ଆଉ ୬ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି ।
କେନ୍ଦୁଝର-ଆଶିଷ ଚକ୍ରବର୍ତ୍ତୀ
ଭୁବନେଶ୍ୱର-ଅଶୋକ ଚନ୍ଦ୍ର ପଣ୍ଡା
ରାଉରକେଲା-ପ୍ରଦୁ୍ୟମ୍ନ ତ୍ରିପାଠୀ
ମୟୂରଭଞ୍ଜ-୨- ଦେବାଶିଷ ମାରାଣ୍ଡି
ସମ୍ବଲପୁର-ରୋହିତ ପୂଜାରୀ
ବଲାଙ୍ଗୀର-ସରୋଜ ମେହେର
Comments ସମସ୍ତ ମତାମତ 0