ମୁଖ୍ୟ ଖବର
ଭୁବନେଶ୍ୱର: ରାଜସ୍ବ ବିଭାଗ ରବିବାର ଏକ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଭୁବନେଶ୍ୱରର ୨ ଅତିରିକ୍ତ ତହସିଲଦାରଙ୍କୁ ରାଜସ୍ବ ବିଭାଗ ନିଲମ୍ବିତ କରିଛି। ସେମାନେ ହେଲେ ଅତିରିକ୍ତ ତହସିଲଦାର ଗିତୁ ବେହେରା, ନାରାୟଣ ସେଠୀ। ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ପ୍ରକ୍ରିୟା ଲାଗି ଉଭୟଙ୍କୁ ନିଲମ୍ବିତ କରାଯାଇଥିବା ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି।
Comments ସମସ୍ତ ମତାମତ 0