ମୁଖ୍ୟ ଖବର
ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବାହାଦୁର ନଗରରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରାକ୍ଟର ଓଲଟି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି । ଅଜା, ଆଈଙ୍କ ସହ ନାବାଳକ ନାତିଙ୍କର ମୃତ୍ୟୁ ଘଟିଛି । ଅଜା, ଆଈଙ୍କ ସହ ଘରକୁ ଫେରୁଥିବା ବେଳେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଯାହା ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଯାଇଛି ।
Comments ସମସ୍ତ ମତାମତ 0