ମୁଖ୍ୟ ଖବର
କଟକ : କଟକ ଖାନନଗର ସ୍ଥିତ ନିର୍ମାଣଧିନ ବ୍ରିଜ୍ର ସ୍ଲାବ୍ ଭୁଶୁଡ଼ିବା ପରେ ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍ ପହଞ୍ଚିଛନ୍ତି । ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଘଟଣାସ୍ଥଳରେ ଏହି ଟିମ୍ ତଦନ୍ତ ଆରମ୍ଭ କରିଛି । ଏହି ତଦନ୍ତକାରୀ ଟିମ୍ରେ ଶ୍ରମ ଅଧିକାରୀ ଓ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସାମିଲ ଅଛନ୍ତି । ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି ଏହି ଟିମ୍ ।
Comments ସମସ୍ତ ମତାମତ 0