Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କଲେଜ୍‌ ବସ୍‌ ଧକ୍କାରେ ଯୁବକ ମୃତ

    Share on :
    ajab-Image
    Date: Mar 18, 2025    Views: 6769

    ଭୁବନେଶ୍ଵର: ଯୁବକଙ୍କ ଚାପି ଦେଲା କଲେଜ ବସ୍। କଲେଜ ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ଵର ଘାଟିକିଆ ନୂଆଗାଁ ରାସ୍ତାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘରୋଇ କଲେଜ ବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହାପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ୍ କରିଥିବା ଦେଖିବାକୁ ମିଳିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ଜାରି ରଖିଛି।

    Maximum 500 characters

    ତାଜା ଖବର View all

    Find Us on Facebook