Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସାମ୍ବାଦିକଙ୍କୁ ବିଭତ୍ସ ହତ୍ୟା

    Share on :
    ajab-Image
    Date: Jan 6, 2025    Views: 4628

    ନୂଆଦିଲ୍ଲୀ: କ୍ରୁରତାର ସବୁ ସୀମା ଟପିଥିଲା। ମୁଣ୍ଡରେ ଲାଗିଥିବା ୧୫ ଆଘାତ ଚିହ୍ନ। ଫାଟିଥିଲା ଛାତି, ୪ ଖଣ୍ଡ ହୋଇଥିଲା କଲିଜା। କେବଳ ସେତିକି ନୁହେଁ ବେକ ହାଡ଼ ବି ଭାଙ୍ଗି ଚୁରମାର ହୋଇଥିଲା। ଛତିଶଗଡ଼ର ବିଜାପୁରରେ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ କରାଯାଇଥିଲା ଏଭଳି କିଛି ବିଭତ୍ସ ହତ୍ୟା।

    ପୋଷ୍ଟମର୍ଟମ ରିପୋର୍ଟରୁ ଏଭଳି କିଛି ଛାତି ଥରା କଥା ସାମ୍ନାକୁ ଆସିଛି। ମୁକେଶ ଚନ୍ଦ୍ରକାରଙ୍କ ମୃତଦେହର ଯେଉଁ ଡାକ୍ତର ବ୍ୟବଚ୍ଛେଦ କରିଥିଲେ ସେ ତାଙ୍କର ମୃତ୍ୟୁ କିଭଳି ହୋଇଥିଲା ତାହା ବଖାଣିଛନ୍ତି। ଡାକ୍ତରଙ୍କ କହିବା ମୁତାବକ, ତାଙ୍କ ୧୨ ବର୍ଷର କ୍ୟାରିଅରରେ ସେ ଏପରି ନିର୍ଦ୍ଦୟ ଭାବରେ ହତ୍ୟା କରାଯିବା ଘଟଣା କେବେ ଦେଖି ନାହାନ୍ତି। ସାମ୍ବାଦିକଙ୍କୁ ଦୁଇ କିମ୍ବା ତା'ଠାରୁ ଅଧିକ ଆକ୍ରମଣକାରୀ ହତ୍ୟା କରିଥିବା ସେ ଦାବି କରିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook