Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆପାର୍ଟମେଂଟ ସିରିଜି ଲୁଟ୍

    Share on :
    ajab-Image
    Date: Apr 9, 2024    Views: 5619

    ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଂଟ ଲୁଟେରା । ପାହାଳ ମେଟ୍ରୋ ସାଟେଲାଇଟ ସିଟିରୁ ସିରିଜି ଲୁଟ୍ କରି କମିଶନରେଟ ପୋଲିସକୁ ଦେଇଛନ୍ତି ଖୋଲା ଚାଲେଂଜ । ବିଳମ୍ବିତ ରାତିରେ କିଛି ଲୁଟେରା ଏହି ଆପାର୍ଟମେଂଟର ବି ବ୍ଲକ ୩୦୩ ଏବଂ ସି ବ୍ଲକର ୩୦୮ ଫ୍ଲାଟ୍ରେ ତାଲା ଭାଙ୍ଗି ପଶିଥିଲେ । ସୁନା ଅଳଙ୍କାର ସହ ଟଙ୍କା ଲୁଟି ନେଇଛନ୍ତି । ଲୁଟ୍ର ଏହି ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ଧରା ନପଡ଼ିବା ପାଇଁ ମୁହଁରେ ମୁଖା ପିନ୍ଧିବା ସହ ଗାମୁଛା ପିନ୍ଧି ଲୁଟ୍ କରିଛନ୍ତି ଏହି ଅଭିଯୁକ୍ତ । ଥାନାରେ ଏତଲା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook