Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଗାଧୁଆ ଘରେ ଅଯଥାରେ ପାଣି ନଷ୍ଟ କରୁଛନ୍ତି କି?

    Share on :
    ajab-Image
    Date: Apr 8, 2024    Views: 5535

    ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଗାଧୁଆ ଘର ପାଇଁ କିଛି ସ୍ୱତନ୍ତ୍ର ବାସ୍ତୁ ନିୟମ ରହିଛି।
    ଗାଧୁଆ ଘରେ ବାଲତିକୁ କଦାପି ଖାଲି ରଖନ୍ତୁ ନାହିଁ। ବାଲତିରେ ସର୍ବଦା ପାଣି ଭର୍ତ୍ତି କରି ରଖନ୍ତୁ।
    ଗାଧୁଆ ଘରେ କଦାପି କଳା,ବାଇଗଣୀ ଆଦି ରଙ୍ଗର ବାଲତି ରଖନ୍ତୁ ନାହିଁ। ଗାଧୁଆ ଘରେ ବାସ୍ତୁ ଦୋଷ ଦୂର କରିବା ପାଇଁ ନୀଳ ରଙ୍ଗର ବାଲତି ଓ ମଗ ରଖନ୍ତୁ।
    ଗାଧୁଆ ଘରେ ପାଣି ଭର୍ତ୍ତି ବାଲତି ରଖିବା ଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
    ଖାଲି ବାଲତି ରଖିବା ଦ୍ୱାରା ଘରେ ଅଭାବ ଲାଗି ରହିଥାଏ।
    ଗାଧୁଆ ଘରେ ପାଣି ଅଯଥା ଖର୍ଚ୍ଚ କଲେ ଜାତକରେ ଚନ୍ଦ୍ର ଦୋଷ ସୃଷ୍ଟି ହୋଇଥାଏ। ସ୍ନାନ ପରେ ବାଲତିକୁ ଅପରିଷ୍କାର ରଖନ୍ତୁ ନାହିଁ। ଏହା ଦ୍ୱାରା ଦୁର୍ଭାଗ୍ୟ ଲାଗି ରହିଥାଏ।
    ଅନେକ ସମୟରେ ଦେଖାଯାଏ ବାଲତି ଓ ମଗରେ ହଳଦିଆ ଆସ୍ତରଣ ବସିଯାଏା ଏହାକୁ ତୁରନ୍ତ ସଫା କରି ଦିଅନ୍ତୁ।
    ଧଳା ରଙ୍ଗର ଆସ୍ତରଣ ମଧ୍ୟ ଜମି ଯାଏ। ଏହାକୁ ମଧ୍ୟ ତୁରନ୍ତ ସଫା କରନ୍ତୁ। ଏହାକୁ ସଫା କରିବାକୁ ବେକିଙ୍ଗ୍‌‌ ସୋଢା ବ୍ୟବହାର କରି ପାରିବେ।
    ଗାଧୁଆ ଘରେ କଦାପି ଭଙ୍ଗା ବାଲତି, ମଗ କିମ୍ବା କୌଣସି ଭଙ୍ଗା ଜିନିଷ ରଖି ବ୍ୟବହାର କରନ୍ତୁ ନାହିଁ।

    Maximum 500 characters

    ବିଶେଷ View all

    Find Us on Facebook