Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଅଂଶୁମାନ ମହାନ୍ତିଙ୍କ ଜୋରଦାର ପ୍ରଚାର

    Share on :
    ajab-Image
    Date: Apr 1, 2024    Views: 8153

    କେନ୍ଦ୍ରାପଡା: କେନ୍ଦ୍ରାପଡା ଲୋକସଭା ଟିକେଟ୍ ପାଇବା ପରେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ବିଶାଳ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ସାଲେପୁର ପାଗା ଲକ୍ଷ୍ମୀନୃସିହ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ କଟକ-ଚାନ୍ଦାବାଲି ରାସ୍ତା ସାଲେପୁର ଏବଂ ନିଶ୍ଚିନ୍ତକୋଇଲି ବ୍ଳକରେ ରୋଡ ସୋ କରିଛନ୍ତି । ଅଂଶୁମାନଙ୍କ ସହ କେନ୍ଦ୍ରାପଡା ଜିଲ୍ଲା ପର୍ୟ୍ୟବେକ୍ଷକ ପ୍ରତାପ ଜେନା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ରାଲି ଯୋଗଦେଇଥିବା ଦେଖିବାକୁ ମିଳିଛି । ଅଂଶୁମାନ କହିଛନ୍ତି, କେନ୍ଦ୍ରାପଡର ହେଉଛି ବିଜୁ ବାବୁଙ୍କ ମାଟି ଏଠି କେବଳ ନବୀନ ପଟ୍ଟନାୟକ ଏବଂ ଶଙ୍ଖ ଚିହ୍ନରେ ଲୋକେ ଭୋଟ ଦେଇଆସୁଛନ୍ତି । ଏଥର ମଧ୍ୟ ବିପୁଳ ସମର୍ଥନ ମିଳିବ ।

    ଯାଜପୁର ସଂରକ୍ଷିତ ଲୋକସଭା ଆସନର ବିଜେପି ପ୍ରାର୍ଥି ଡକ୍ଟର ରବିନ୍ଦ୍ର ନାରାୟଣ ବେହେରାଙ୍କ ନାମ ଘୋଷଣା ହେବା ପରେ ଆଜି ସେ ନିଜ ଗ୍ରାମ ରାଜେନ୍ଦ୍ରପୁରରେ ପହଞ୍ଚି ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook