ମୁଖ୍ୟ ଖବର
କଟକ: ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ ଘୁଞ୍ଚାଯାଇଛି। ଆସନ୍ତା ୫ ତାରିଖ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ କରିପାରିବେ। ୫ ତାରିଖ ପରେ ଆଉ ଫର୍ମ ପୂରଣ ସୁଯୋଗ ମିଳିବନି। ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଏ ନେଇ ସୂଚନା ଦିଆଯାଇଛି।
Spot News
Comments ସମସ୍ତ ମତାମତ 0