Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନ୍ୟୁଜିଲାଣ୍ଡ୍‌ରେ ୭.୧ ତୀବ୍ରତାର ଭୂକମ୍ପ

    Share on :
    ajab-Image
    Date: Mar 16, 2023    Views: 4926

    ନ୍ୟୁଜିଲାଣ୍ଡ୍‌ : ନ୍ୟୁଜିଲାଣ୍ଡ୍‌ର କରମାଡେକ୍ ଦ୍ୱୀପପୁଞ୍ଜରେ ଗୁରୁବାର ରିକ୍ଟର ସ୍କେଲ୍‌ରେ ୭.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ବ ସର୍ଭେ ସଂସ୍ଥା ଅନୁଯାୟୀ, ଏହି ଭୂକମ୍ପ ୧୦ କିଲୋମିଟର ଗଭୀରରେ ସଂଘଠିତ ହୋଇଛି ।

    ଏହି ଭୂକମ୍ପ ପରେ ସୁନାମୀ ପାଇଁ ଚେତାବନୀ ଦିଆଯାଇଛି। ତେବେ ନ୍ୟୁଜିଲାଣ୍ଡର  ଜାତୀୟ ଜରୁରୀକାଳିନ ପରିଚାଳନା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହି ଭୂକମ୍ପ‌ରେ ନ୍ୟୁଜିଲାଣ୍ଡ୍‌ ପାଇଁ ସୁନାମୀ ବିପଦ ନାହିଁ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook