Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସିଲିଣ୍ଡର ଗ୍ୟାସ ବିସ୍ଫୋରଣ: ୪ ଗୁରୁତର

    Share on :
    ajab-Image
    Date: Mar 5, 2023    Views: 4918

    ରାଉରକେଲା: ସ୍ଥାନୀୟ ରେଲୱେ କଲୋନୀରେ ସିଲିଣ୍ଡର ଗ୍ୟାସ ବିସ୍ଫୋରଣ ଘଟି ଚାରିଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ଘରମାଲିକ ଶଙ୍କର ମିସ୍ତ୍ରୀ, ତାଙ୍କ ପତ୍ନୀ ଓ ଦୁଇ ପିଲା।

    ଆଜି ସକାଳ ପ୍ରାୟ ସାଢ଼େ ୧୧ଟାରେ ଘରେ ରୋଷେଇ କରୁଥିବା ବେଳେ ସିଲିଣ୍ଡର ଗ୍ୟାସ ବିସ୍ଫୋରଣ ହୋଇଥିଲା। ପ୍ଲାଣ୍ଟସାଇଟ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook