Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବଢ଼ୁଛି ଅତ୍ୟାଚାର

    Share on :
    ajab-Image
    Date: Dec 1, 2022    Views: 2944

    ନିକଟରେ ଜାତିସଂଘରେ ମହିଳାଙ୍କ ଅତ୍ୟାଚାର ଇପରେ ଆଲୋଚନା କରାଯାଇଥିଲା । ବିଭିନ୍ନ  ରାଷ୍ଟ୍ରର ମହିଳାଙ୍କୁ ଜୀବନ ଶୈଳୀକୁ ସାମିଲ  କରାଯାଇ  ଏହି ଅନୁଧ୍ୟାନ କରାଯାଇଥିଲା ।  କେବଳ  ଭାରତ ନୁହେଁ  ବିଶ୍ୱର ଅନ୍ୟ ଦେଶର ମଧ୍ୟ ମହିଳାଙ୍କ  ଉପରେ ଅତ୍ୟାଚାର ବଢିବାରେ ଲାଗିଛି । ଗଲା କେଇ ସପ୍ତାହ ଧରି ବାରତୀୟ ଗଣମାଧ୍ୟମରେ ଶ୍ରଦ୍ଧା ୱାକର ହତ୍ୟା  ପ୍ରସଙ୍ଗ ଚର୍ଚ୍ଚା ହେଉଛି । ପ୍ରକୃତ କଥା ହେଲା  ମହିଳାଙ୍କୁ  ପ୍ରିୟଜନ ହିଁ ଅତ୍ୟାଚାର  କରୁଛନ୍ତି । ଏଣୁ ବିଶ୍ୱାସ କରିବେ କାହାକୁ । ସର୍ବେକ୍ଷଣରୁ  ଜଣାପଡିଛି ବିଶ୍ୱସ୍ତରରେ  ପ୍ରତିି ୧୧ ମିଟିରେ ମହିଳାଙ୍କ ୁଉପରେ ଅତ୍ୟାଚାର ହେଉଛି ।

    ମହିଳାଙ୍କ ଉପରେ ଅତ୍ୟାଚାର କେହି ବାହାର ଲୋକ ନୁହେଁ, ତାଙ୍କ ପରିବାର କରୁଛି । କରୋନା ସମୟରେ ମହିଳାଙ୍କ ଉପରେ ଅତ୍ୟାଚାର ସବୁଠାରୁ ଅଧିକ ବଢିଥିଲା । ୧୫-୪୯ ବର୍ଷ ବୟସର ଯୁବତୀ ମହିଳାଙ୍କ ଉପରେ ଅତ୍ୟାଚାର ପଢିଥିବାର ଏକ ଅନୁଧ୍ୟାନରୁ ଜଣାପଡିଛି । କେଉଁଠି ଶାରୀରିକ ଅନ୍ୟଠି ମାନସିକ ନିର୍ଯାତନା ଅଶାନ୍ତ ସେମାନଙ୍କ ଉପରେ ହେଉଛି । 

     

    Maximum 500 characters

    ବିଶେଷ View all

    Find Us on Facebook