Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

FIFA WORLD CUP NEWS

ମୁଖ୍ୟ ଖବର

    ଫିଫା ବିଶ୍ୱକପ୍, ଦଳ ଘୋଷଣା କଲା ଜାପାନ

    Share on :
    ajab-Image
    Date: Nov 3, 2022    Views: 2339

    କାତାର : କତାର ପିଫା ବିଶ୍ୱକପ  ପାଖେଇ  ଅସୁଥିଲା ବେଳେ ଜାପାନ  ଗତ ମଙ୍ଗଳବାର ଦିନ ତାହାର ୧୬ ଜଣିଆ  ଦଳ ଘୋଷମା କରିଛି  । ମୁଖ୍ୟ କୋଚ ହାଜିମ ମୋରିୟାସୁ ଦଳ ଘୋଷଣା କରିଛନ୍ତି ଯେ ଆମର ଲକ୍ଷ୍ୟ କ୍ୱାର୍ଟର ଫାଇନାଲରେ ପହଞ୍ଚିବା  । ଅଭିଜ୍ଞ ଖେଳାଳିଙ୍କୁ  ତଦଳରେ ସାମିଲ କରାଯାଇଛି  । ଦଳ ତାହାର ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ପ୍ରସ୍ତୁତ ହୋଇଛି  । ଗ୍ରୁପ ଇ ରେ ସ୍ପେନ, କୋଷ୍ଟାରିକା  ଜର୍ମାନୀ ଓ ଜାପାନ ରହିଛି  । 

    ଜାପାନ ଆସନ୍ତା ୨୩ ତାରିଖରେ ଗ୍ରୁପର ପ୍ରଥମ ମ୍ୟାଚରେ ଜର୍ମାନୀକୁ ଭେଟିବ   । ଗୋଲକିପର- ସୋଇଚି ଗୋଣ୍ଡା, ଡାନିଏଲ ଶ୍ଚମିଡ, ଇଜି କାୱାସିମା  । ଟୋକେହିରୋ  ତୋମିୟାସୁ, ମାୟା ୟୋସିଦା , ସୋଗୋ  ତାନିଗୁଆଚି, ହିରୋକୁ ଇଟୋ, ୟୁଟୋ ନାଗାଟୋମୋ, ୟୁଟା ନାକୟାମା  । ମିଡଫିଲ୍ଡର- ଜୁନୟା, ରିତସୁ ଡୋଆନ, ୱାଟାରୁ ଏନଡୋ, ଆତାନାକା, ଡାଇଚି କାମାଦା, ତାକେଫୁସା କୁବୋ, ତାକୁମି ମିନାମିନୋ, କାଓରୁ ମିଟୋମା, ଗାକୁ ସିବାସାକି ୟୁକ ସୋମା  । ଫରୱାର୍ଡ-ଡାଇଜେନ ମାଏଡା, ଆୟାସେ ଉଏଡା ଓ ଟାକୁମା ଆସାନୋ ପ୍ରମୁଖ ରହିଛନ୍ତି । 

    Maximum 500 characters

    FIFA WORLD CUP NEWS View all

    Find Us on Facebook