Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜି ମହାପ୍ରଭୁଙ୍କ ୪ଘଣ୍ଟା ବନ୍ଦ ସାଧାରଣ ଦର୍ଶନ

    Share on :
    ajab-Image
    Date: Aug 1, 2022    Views: 4749

    ପୁରୀ: ଆଜି ଶ୍ରାବଣ-ଶୁକ୍ଳ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ପରମ୍ପରା ଅନୁଯାୟୀ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ନୀତି ଶେଷ ପରେ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ ୪ ଟାରୁ ରାତି ୮ଟା ପର୍ୟ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ଦଇତାପତି ସେବକ ମାନେ ଖସାପଡା ନୀତି ଅତି ଗୁପ୍ତ ଭାବେ କରିଥାନ୍ତି । ଶ୍ରୀବିଗ୍ରହ ମାନଙ୍କ ଶ୍ରୀପୟର ସୁରକ୍ଷା ପାଇଁ ଏହି ଗୁପ୍ତ ସେବା ହୋଇଥାଏ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook