Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ବଢ଼ିଲା ଅଶୋଧିତ ତୈଳ ମୂଲ୍ୟ

    Share on :
    ajab-Image
    Date: Jun 11, 2022    Views: 4483

    ନୂଆଦିଲ୍ଲୀ : ଭାରତ କ୍ରୟ କରୁଥିବା ଅଶୋଧିତ ପେଟ୍ରୋଲିୟମ ଦର ବ୍ୟାରେଲ ପିଛା ୧୨୧ ଡଲାରରେ ପହଞ୍ଚିଛି। ଏହା ଦଶବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର ବୋଲି ଜଣାଯାଇଛି। ତେବେ ଦେଶରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ବିକ୍ରି ମୂଲ୍ୟ ଅପରିବର୍ତ୍ତିତ ରହିଛି। ଚଳିତ ମାସ ୯ ତାରିଖରେ ଭାରତ ଚୁକ୍ତି କରିଥିବା ପେଟ୍ରୋଲିୟମ ନିମନ୍ତେ ବ୍ୟାରେଲ ପିଛା ୧୨୧.୨୮ ଡଲାର ଦେବାକୁ ହେବ, ଯାହା ୨୦୧୨ ଫେବୃଆରୀ/ମାର୍ଚ୍ଚ ମୂଲ୍ୟ ପାଖାପାଖି ପହଞ୍ଚିଛି। ଦେଶର ତୈଳ କମ୍ପାନୀଗୁଡିକ ସମ୍ପ୍ରତି ପେଟ୍ରୋଲ ଲିଟର ପିଛା ୧୮ ଟଙ୍କା ଓ ଡିଜେଲ ଉପରେ ୨୧ ଟଙ୍କା କ୍ଷତି ସହୁଥିବା ଜଣାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook