Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କରୋନାକୁ ନେଇ ଏମିତି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

    Share on :
    ajab-Image
    Date: Jan 12, 2022    Views: 4281


    ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସବୁ ରାଜ୍ୟକୁ କେନ୍ଦ୍ର ସରକାରଙ୍କର ଚିଠି ଏବେ ଚିନ୍ତାର କାରଣ ସାଜିଛି । ସବୁ ରାଜ୍ୟ ଓ ୟୁଟି ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି । କରୋନା ର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ରୂପେ ସମସ୍ତ ରାଜ୍ୟର ସବୁ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଗଚ୍ଛିତ ରଖିବାକୁ ନିଦେ୍ର୍ଧଶ ଦେଲେ କେନ୍ଦ୍ରସ୍ୱାସ୍ଥ୍ୟ ସଚିବ । ଚିଠି ଦ୍ୱାରା କରୋନା ଆକ୍ରାନ୍ତ ରୋଗୀଙ୍କୁ ତୁରନ୍ତ ଚିକିସôା ସେବା ଯୋଗାଇଦେବା ପାଇଁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଧଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook