Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଡ ଖବର: କମିଲା ଗ୍ୟାସ ଦର, ଜାଣନ୍ତୁ କେତେ

    Share on :
    ajab-Image
    Date: Jan 1, 2022    Views: 4484


    ଭୁବନେଶ୍ୱର: ନୂଆ ବର୍ଷରେ ଖୁସି ଖବର, କମିଲା ଗ୍ୟାସ୍ ଦର  । କମର୍ସିଆଲ ଗ୍ୟାସ୍ ୧୦୨ ଟଙ୍କା ୫୦ ପଇସା ହ୍ରାସ ପାଇଛି  । ଆଜିଠାରୁ ଏହି ନୂଆ ଦର ଲାଗୁ ହେବ । ଓଡିଶାରେ ୧୯ କିଲୋ କମର୍ସିଆଲ ଗ୍ୟାସ୍ ଦର ୧୮ ଶହ ୧୫ ଟଙ୍କା ହୋଇଛି  । ଦିଲ୍ଲୀରେ ୧୯୯୮ ଟଙ୍କା ୫୦ ପଇସାରେ ପହଂଚିଛି । ଗତବର୍ଷ ଡିସେମ୍ବର ୧ ତାରିଖରେ ଗ୍ୟାସ୍ ଦର ବୃଦ୍ଧି ହୋଇଥିଲା  । ୧୦୩ ଟଙ୍କା ମହଙ୍ଗା ହୋଇଥିଲା ଗ୍ୟାସ୍  ।

     
    ଗତ ଡିସେମ୍ବର ୧ ତାରିଖରେ ୧୯ କିଲୋବିଶିଷ୍ଟ ବ୍ୟାବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ୧୦୦ଟଙ୍କା ବୃଦ୍ଧି କରାଯିବାରୁ ଦିଲ୍ଲୀରେ ଏହାର ଦର ଥିଲା ୨ହଜାର ୧୦୧ଟଙ୍କ । ଏହା ପୂର୍ବରୁ ୨୦୧୨-୧୩ରେ ୧୯ କିଲୋବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି ସିଲିଣ୍ଡର’ର ମୂଲ୍ୟ ଥିଲା୨ହଜାର ୨୦୦ଟଙ୍କା । ଅନ୍ୟ ପକ୍ଷରେ, ଘରୋଇ ବ୍ୟବହାର ପାଇଁ ଥିବା ୧୪.୨ କିଲୋ, ୫ କିଲୋ, ଏବଂ ୧୦ କିଲୋ କମ୍ପୋଜାଇଟ୍ କିଂବା ୫ କିଲୋ କମ୍ପୋଜାଇଟ୍ ସିଲିଣ୍ଡର୍ ମୂଲ୍ୟ ହ୍ରାସ କରାଯାଇନାହିଁ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook