Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ

    Share on :
    ajab-Image
    Date: Oct 9, 2021    Views: 4543


    ପୁରୀ: ଶ୍ରୀମନ୍ଦିର ପରିସରରେ ନାବାଳିକାକୁ ଅସଦାଚରଣ । ଏଭଳି ଘଟଣା ଦେଖିବାକୁ ମିଳିଛି ଶ୍ରୀମନ୍ଦିର ଭିତରେ ଥିବା ବାମନ ମନ୍ଦିରରେ । ବାମନ ମନ୍ଦିରରେ ଥିବା ପୂଜକ ନାବାଳିକାଙ୍କୁ ଅସଦାଚରଣ କରିଥିବା ସୂଚନା ମିଳିଛି । ନାଁବାଳିକାଙ୍କ ଘର ଲୋକ ସିଂହଦ୍ୱାର ଥାନାରେ ଉକ୍ତ ପୂଜକକଙ୍କ ନାଁ’ରେ ଏତଲା ଦେଇଛିନ୍ତି । 
    ନାବାଳିକାଟି ପୁରୀ ବାହାରର ହୋଇଥିବା ଜଣାପଡିଛି । ସିଡବ୍ଲୁସି ନାବାଳିକାଙ୍କ କାଉନସିଲିଂ ପରେ ବୟାନ ରେକର୍ଡ ହୋଇଛି । ପାକ୍ସୋ ଆକ୍ଟରେ ମାମଲା ରୁଜ୍ଜୁ ସହ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।

     

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook