Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୩ ମାଓବାଦୀ ନିହତ

    Share on :
    ajab-Image
    Date: Jan 9, 2025    Views: 4675

    ନୂଆଦିଲ୍ଲୀ: ପୁଣି ଗୁଳିବିନିମୟ । ଆଉ ନିହତ ହେଲେ ୩ ମାଓବାଦୀ ।  ଛତିଶଗଡ଼ରେ ପୁଲିିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯେଉଁଥିରେ ପୁଲିସ ଗୁଳିରେ ୩ ଜଣ ମାସବାଦୀ ନିହତ ହୋଇଛନ୍ତି । ସୁକମା -ବିଜାପୁର ସୀମାରେ ଏହି ଗୁଳିବିନିମୟ ଘଟିଛି । ଖବରଲେଖା ସୁଦ୍ଧା ଏବେ ବି ଗୁଳି ବିନିମୟ ଜାରି ରହିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook