Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆରଏସଏସକୁ ଏଭଳି କହିଲେ ନିରଞ୍ଜନ

    Share on :
    ajab-Image
    Date: Oct 13, 2019    Views: 1447

    ଭୁବନେଶ୍ୱର: ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ‘ରାଷ୍ଟ୍ରବାଦ’ ମନ୍ତବ୍ୟକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଟାକ୍ଷ କରିଛନ୍ତି । 

    ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଆରଏସଏସର କହିବା ଓ କରିବା ଭିତରେ ଅନେକ ପାର୍ଥକ୍ୟ ରହିଛି ।  ‘ରାଷ୍ଟ୍ରବାଦ’ ପଛରେ ଆରଏସଏସର ଅନ୍ତର୍ନିହିତ ଉଦେ୍ଧଶ୍ୟ ରହିଛି  । ଏହା ହେଉଛି ଆରଏସଏସର ‘ଷ୍ଟେଜ ମ୍ୟାନେଜ ରାଷ୍ଟ୍ରବାଦ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିତିବା ପଛରେ ‘ଷ୍ଟେଜ ମ୍ୟାନେଜ ରାଷ୍ଟ୍ରବାଦ’ର ଭୂମିକା ରହିଛି ।

    ଏବେ  ଆରଏସଏସ ପଶ୍ଚିମବଙ୍ଗ ଓ ଓଡ଼ିଶାକୁ ଟାର୍ଗେଟ କରିଛି ।  ଆଧିପତ୍ୟ ବିସ୍ତାର କରିବା ପାଇଁ ସଂଖ୍ୟା ଗରିଷ୍ଠଙ୍କ ଦୁର୍ବଳତାକୁ ଆରଏସଏସ ଟାର୍ଗେଟ କରୁଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook