Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୟାଗଡ଼ ଯାଇ ଅରୁଣଙ୍କ କଥା ବୁଝିବି : ଦାମ

    Share on :
    ajab-Image
    Date: Oct 22, 2018    Views: 23370

    ଭୁବନେଶ୍ୱର : ନୟାଗଡ଼ ଯାଇ ଅରୁଣଙ୍କ କଥା ବୁଝିବି  । ବାରିପଦାରେ ଅପଦସ୍ତ ହୋଇଥିବା ଡାକ୍ତର ଦାମୋଦର ରାଉତ ଏଭଳି ଭାବେ ଅରୁଣ ସାହୁଙ୍କୁ ଟାର୍ଗେଟ କରିଛନ୍ତି  ।  ବାରିପଦା ଘଟଣାକୁ ନେଇ କ୍ଷୁବ୍ଧ ଦାମ କହିଛନ୍ତିଯେ, ଅରୁଣ ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ହୋଇଥିବାରୁ ଏପରି କରିଛନ୍ତି  । ଅବଶ୍ୟ ଅରୁଣ ନିଜ ପାଇଁ ନୁହେଁ, ତାଙ୍କ ଗୋସେଇଁ ପାଇଁ କରିଛନ୍ତି  । ଅରୁଣଙ୍କର ନୁହେଁ, ତାଙ୍କ ଗୋସେଇଁଙ୍କର ମୋତେ ଡର ବୋଲି ଦାମ କହିଛନ୍ତି  । ଅରୁଣଙ୍କ ଧମକ ଦେବା ଭଙ୍ଗୀରେ ଦାମ କହିଛନ୍ତିଯେ, ମୋତେ ନୟାଗଡ଼ ଯାଇ ଅରୁଣଙ୍କ କଥା ବୁଝିବାକୁ ପଡ଼ିବ  । ଅରୁଣଙ୍କ କ୍ୱାର୍ଟର ପରିସରରେ ହୋଇଥିବା ଛବି ବର୍ଦ୍ଧନ ଆତ୍ମହତ୍ୟା କଥା ମଧ୍ୟ ସେ ଉଠାଇଛନ୍ତି  । ଗୋଟିଏ ଅଙ୍ଗୁଳି ମୋଟ ଗଛରେ ଝୁଲି ସେ କିଭଳି ଆତ୍ମହତ୍ୟା କରିଲେ ବୋଲି ପ୍ରଶ୍ନ କରିଛନ୍ତି  । ଏନେଇ ପ୍ରତ୍ୟକ୍ଷଦର୍ଶୀ ତାଙ୍କୁ ଚିଠି ଲେଖିଛନ୍ତି  । ସେହିପରି ବ୍ଲାକରୋଜ ଓ ଖଣି ଦୁର୍ନୀତି ପ୍ରସଙ୍ଗ ମଧ୍ୟ ସେ ଉଠାଇଛନ୍ତି  । ନବୀନ ସିବିଆଇକୁ ମ୍ୟାନେଜ କରି ପାରୁଛନ୍ତି ହେଲେ ଜନମତକୁ ମ୍ୟାନେଜ କରିପାରିବେ ନାହିଁ ବୋଲି ଦାମ କହିଛନ୍ତି  । 

    Maximum 500 characters

    ଅଧିକ ମତାମତ

    Arun babu semiti kichhi karinahanti

    Pramod Kumar Swain

    Oct 23, 2018

    ରାଜନୀତି View all

    Find Us on Facebook