ମୁଖ୍ୟ ଖବର
ଭୁବନେଶ୍ୱର: ଭୁବନେଶ୍ୱର କେଳୁ ଚରଣ ପାର୍କ ନିକଟରୁ ମିଳିଛି ଯୁବକଙ୍କ ଅଧାପୋଡ଼ା ମୃତଦେହ। ମଞ୍ଚେଶ୍ୱର ଥାନା କେଳୁ ଚରଣ ପାର୍କ ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ସାରା ପୋଡ଼ା ଚିହ୍ନ, ପିନ୍ଧିଥିବା ସାର୍ଟ ମଧ୍ୟ ଜଳିଯାଇଛି।
ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ପୋଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଛି।
Comments ସମସ୍ତ ମତାମତ 0