Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜଧାନୀ​‌ରେ ଆରମ୍ଭ ହେଲା 'ଟ୍ରାଭେଲ ବଜାର'

    Share on :
    ajab-Image
    Date: Oct 3, 2026    Views: 3126

    ଭୁବନେଶ୍ୱର: ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ବିଶ୍ୱର ବିଭିନ୍ନ ପ୍ରାନ୍ତର ପର୍ଯ୍ୟଟନ ପ୍ରତିନିଧି। ଚନ୍ଦ୍ରଶେଖରପୁରସ୍ଥିତ ହୋଟେଲ ମେଫେୟାର ସାଂଚୁଆରିରେ ଆରମ୍ଭ ହେଲା ଭବ୍ୟ ‘ଟ୍ରାଭେଲ ବଜାର’। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଛନ୍ତି।

    ଏହି କାର୍ଯ୍ୟକ୍ରମରେ ୧୯୮୩ ବିଶ୍ୱକପ୍ ବିଜେତା ଭାରତୀୟ ଦଳର ଅଧିନାୟକ ତଥା କ୍ରିକେଟର କପିଳ ଦେବ ମୁଖ୍ୟ ଆକର୍ଷଣ ସାଜିଥିଲେ। ସେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଉପସ୍ଥିତ ଥିଲେ।

    Maximum 500 characters

    ତାଜା ଖବର View all

    Find Us on Facebook