Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସମ୍ବଲପୁରୀ ଦିନ୍, ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    Share on :
    ajab-Image
    Date: Aug 1, 2026    Views: 2790

    ଭୁବନେଶ୍ବର: ଆଜି ହେଉଛି ସମ୍ବଲପୁରୀ ଦିନ୍। ଏହି ଅବସରରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ  ଶୁଭେଚ୍ଛା ଜଣାଇଛନ୍ତି।  ଧର୍ମେନ୍ଦ୍ର ପ୍ରଧାନ  କହିଛନ୍ତି, ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ର୍ ବାଟ୍ କାଢୁଆଲ୍ ସ୍ୱର୍ଗତ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର ଆଜ୍ଞା ଙ୍କର୍ ଜନମ୍ ଦିନ୍ “ସମ୍ବଲପୁରୀ ଦିନ୍” ଅବ୍‌ସର୍ ଥି ସମ୍'ଙ୍କୁ ଗୁର୍ଦ୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ । “ସମ୍ବଲପୁରୀ ଦିନ୍‌”ର ମୂଲ୍ କଥା ହେଉଛେ, ନିଜର୍ ଭାଷା, ନିଜର୍ ସାହିତ୍ୟ, ନିଜର୍ ସଂସ୍କୃତି କେ ନେଇ କରି ଗର୍ବିତ୍ ପରିଚଏ ବନାବାର୍ ପ୍ରୟାସ୍ । ଆସୁନ୍‌, ଆମେ ସଭେ ମିଶିକରି ଇ ମହାନ୍ ସାଂସ୍କୃତିକ ପୁରା ଦୁନିଆ ଥି ପ୍ରଚାର୍‌-ପ୍ରସାର୍ କର୍‌ମା । ମାଁ ସମ୍‌ଲେଇକଁର୍ ଆଶୀର୍ବାଦ୍ ‘ସଭିଁକଁର୍ ଉପ୍‌ରେ ସଦାବେଲେ ଥାଉ, ଇଟା ହିଁ ମୋର୍ କାମନା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook