Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ରଧାନମନ୍ତ୍ରୀ ଭଗବାନ ବିଷ୍ଣୁଙ୍କ ଅବତାର:ସୁଦେଶ ବେରୀ

    Share on :
    ajab-Image
    Date: Aug 1, 2026    Views: 2783

    ନୂଆଦିଲ୍ଲୀ: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଯଦି ତାଙ୍କୁ ସୁଯୋଗ ମିଳେ, ତେବେ ମୋଦି ଜୀଙ୍କ ପାଦ ଧୋଇ ସେହି ପାଣି ପିଇଦେବେ ବୋଲି କହିଛନ୍ତି। ‘ବର୍ଡର’ ଚଳଚ୍ଚିତ୍ରର ଅଭିନେତା ଜଣକ କକ୍ରୋଚ ଜନତା ପାର୍ଟି (CJP)ର ମଧ୍ୟ ସମାଲୋଚନା କରିଛନ୍ତି।

    ଏକ ଆଲୋଚନା ସମୟରେ ସୁଦେଶ ବେରୀ CJP ବିଷୟରେ କହିଛନ୍ତି, ‘ମୁଁ AGP, CGP କାହାକୁ ଜାଣେ ନାହିଁ। ମୁଁ ଏହି ଲୋକମାନଙ୍କୁ ଚିହ୍ନି ମଧ୍ୟ ନାହିଁ। ମତେ କେବଳ ଏତିକି ଜଣାଅଛି ଯେ ସେମାନେ ଦେଶକୁ ପଛକୁ ଟାଣୁଛନ୍ତି।’

    Maximum 500 characters

    ଦେଶ ବିଦେଶ View all

    Find Us on Facebook