Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୦୦ କୋଟିର ଗଞ୍ଜେଇ ତେଲ ଜବତ

    Share on :
    ajab-Image
    Date: May 3, 2026    Views: 3859

    ମାଲକାନଗିରି :ମାଲକାନଗିରି ଚିତ୍ରକୋଣ୍ଡା ଥାନା ଏସଆର ଛକ ନିକଟରେ ଚଢ଼ାଉ। ଗଞ୍ଜେଇରୁ ପ୍ରସ୍ତୁତ ହାସିସ୍ ତେଲ ଉତ୍ପାଦନ ୟୁନିଟ୍ ଗାଡ଼ିକୁ କାବୁ କରିଛି ପୋଲିସ। ସିଲେରୁ ଅଞ୍ଚଳ ଅଭିମୁଖେ ଯାଉଥିବା ବେଳେ ଧରିଛି ପୋଲିସ। 

    ମାଲକାନଗିରି ଏସପି ନିଜେ ଅପରେସନର ତଦାରଖ କରିଥିଲେ। ଚଢ଼ାଉରେ ଅତ୍ୟନ୍ତ ଶକ୍ତିଶାଳୀ ହାସିସ୍ ତେଲ ଉତ୍ପାଦନ ପାଇଁ ବ୍ୟବହୃତ ପ୍ରାୟ ୮୦୦ ଲିଟର ରାସାୟନିକ ପଦାର୍ଥ ଜବତ ହୋଇଛି। ହାସିସ୍ ତେଲର ବଜାର ମୂଲ୍ୟ ପ୍ରାୟ ୧୦୦ କୋଟି ହେବ ବୋଲି ଆକଳନ କରାଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook