Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭଙ୍ଗାହେଲା ବାଂଲାଦେଶୀଙ୍କ ୧୦ ଘର

    Share on :
    ajab-Image
    Date: Apr 10, 2026    Views: 3876

    ଜଗତସିଂହପୁର : ଜଗତସିଂହପୁର ଥାନା ଅନ୍ତର୍ଗତ ତରିକୁନ୍ଦ ବେହେରାମପୁରରେ ଆଜି ପ୍ରଶାସନ ପକ୍ଷରୁ ବାଂଲାଦେଶୀଙ୍କର ୧୦ ଘର ଭଙ୍ଗାଯାଇଛି। ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ସହଯୋଗରେ ଜେସିବି ଦ୍ବାର ଘରଗୁଡ଼ିକ ଭଙ୍ଗାଯାଇ ମାଟିରେ ମିଶାଇ ଦିଆଯାଇଛି। ପୂର୍ବରୁ ସେଠାରୁ ବାଂଲାଦେଶୀଙ୍କୁ ଠାବ କରାଯାଇ ଦେଶାନ୍ତର ପାଇଁ ପଠାଇ ଦିଆ ଯାଇଥିଲା। କେତେକ ଘର ଭଙ୍ଗା ଯାଇଥିବା ବେଳେ ଆଉ କେତେକ ଘର ରହି ଯାଇଥିଲା। ସେଗୁଡ଼ିକ ଆଜି ଭାଙ୍ଗି ଦିଆ ଯାଇଛି। ଶାନ୍ତି ଶୃଙ୍ଖଳାର ସହ ଘର ଗୁଡ଼ିକ ଭଙ୍ଗା ଯାଇଥିବା ଜଣାପଡ଼ିଛି। ପୁଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook