Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବରମୁଣ୍ଡାରେ ବସରେ ଲାଗିଲା ନିଆଁ

    Share on :
    ajab-Image
    Date: Apr 1, 2026    Views: 3437

    ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଏକେ ଘରୋଇ ବସରେ ନିଆଁ ଲାଗିଛି। ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା।

    ଘଟଣା ଅନୁସାରେ ବରମୁଣ୍ଡା ପୁରୁଣା ବସ୍ ଷ୍ଟାଣ୍ଡରେ ଏକ ଘରୋଇ ବସରେ ଅଗ୍ନିକାଣ୍ଡ ଘଟିଛି। ସାରଳା ନାମକ ଘରୋଇ ବସ ପାର୍କିଂ ହୋଇଥିବା ସମୟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ରହିଛି। ଖବର ପାଇ ତମାଣ୍ଡୋ ଅଗ୍ମିଶମ ବାହିନୀ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। 

    Maximum 500 characters

    ତାଜା ଖବର View all

    Find Us on Facebook