Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଘରେ ପଶିଗଲା ଆମ୍ବୁଲାନ୍ସ

    Share on :
    ajab-Image
    Date: Mar 8, 2026    Views: 3888

    ଦଶପଲ୍ଲା: ଦିନକୁ ଦିନ ବିପଦସଂକୁଳ ହୋଇପଡୁଛି ଖୋର୍ଦ୍ଧା - ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ। ପ୍ରତିଦିନ ଘଟୁଛି ଦୁର୍ଘଟଣା ଏବଂ ଘଟୁଛି ଜୀବନ ହାନି। ଏଭଳି ସ୍ଥିତିରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପାର୍ଶ୍ୱରୁ ଏକ ଆମ୍ବୁଲାନ୍ସ ବୌଦ୍ଧ - ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ଟାକରା ପଞ୍ଚାୟତର ବୁଗୁଡ଼ା ସ୍ଥିତ ରାସ୍ତାକଡ଼ରେ ଥିବା ବାବୁଲା ଗନ୍ତାୟତଙ୍କର ଘର ମଧ୍ୟକୁ ପଶି ଯାଇଥିଲା।ରର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଏକ ସାଇକେଲ ଓ କିଛି ଘରୋଇ ଉପକରଣ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook