ମୁଖ୍ୟ ଖବର
ଭୁବନେଶ୍ଵର:ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗର ଆଲୋଚନା ନେଇ ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ଵପୂର୍ଣ୍ଣ ବୈଠକ। ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ହେବା ନେଇ ସୂଚନା ମିଳିଛି। ଏହି ବୈଠକରେ ବିଧାୟକ ଓ ମନ୍ତ୍ରୀ ରହିବା ନେଇ ଜଣାପଡିଛି। ସୃତ୍ରରୁ ଜଣାପଡିଛି ଯେ ବିଜେପି ଆଜି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି।
Comments ସମସ୍ତ ମତାମତ 0