Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୫ ମାଓବାଦୀଙ୍କ ଆତ୍ମସମର୍ପଣ

    Share on :
    ajab-Image
    Date: Mar 1, 2026    Views: 3399

    ନୂଆପଡ:   ବଲାଙ୍ଗୀର, ବରଗଡ଼, ମହାସମୁନ୍ଦ ଡିଭିଜନ କମିଟିର ୧୫ ମାଓବାଦୀଙ୍କ ଆତ୍ମସମର୍ପଣ। ପଡୋଶୀ ଛତିଶଗଡ ମହାସମୁନ୍ଦ ଜିଲ୍ଲା ବଲୋଦା ଥାନାରେ ରାତି ୨ ରୁ ୪ଟା ସମୟରେ ଆତ୍ମସମର୍ପଣ କରିଛନ୍ତି। ଓଡିଶାର ପଶ୍ଚିମ ସବ ଜୋନାଲ ବ୍ୟୁରୋ ସଚିବ ବିକାଶ ସହ ୧୫ ଜଣ ହତିଆର ସହ କଲେ ଆତ୍ମ ସମର୍ପଣ। ବିକାଶର ମୁଣ୍ଡ ଉପରେ ୨୫ ଲକ୍ଷର ପୁରସ୍କାର ରାଶି ଥିବା ବେଳେ ଆତ୍ମ ସମର୍ପଣ କରିଥିବା ନକ୍ସଲ ଭିତରେ ୯ ମହିଳା ଓ ୬ ପୁରୁଷ ସାମିଲ ଥିବା ଜଣାପଡିଛି। ତେବେ ଆଜି ଦିନ ଗୋଟାଏରେ ସବୁ ଖୁଲାସା ହେବା ନେଇ ମହାସମୁନ୍ଦ ଏସପି ପ୍ରଭାତ କୁମାର  ସୂଚନା ଦେଇଛନ୍ତି। 

    Maximum 500 characters

    ତାଜା ଖବର View all

    Find Us on Facebook