ମୁଖ୍ୟ ଖବର
ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ(ଈଙ୍କୟଶରଗ୍ଧ) ଉପସ୍ଥାପନ କରିଛନ୍ତି। ୫୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଉପସ୍ଥାପନ ହୋଇଥିବା ବେଳେ କେଉଁ ବଡ଼ କ୍ଷେତ୍ର ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯିବ, ତା’ର ବିବରଣୀ ଏବେ ସାମ୍ନାକୁ ଆସିଛି।
୧- ପରିବହନ- ୫, ୯୮,୫୨୦ କୋଟି
୨- ପ୍ରତିରକ୍ଷା – ୫,୯୪,୫୮୫ କୋଟି
୩- ଗ୍ରାମୀଣ ବିକାଶ – ୨,୭୩,୧୦୮ କୋଟି
୪- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ- ୨,୫୫, ୨୩୪ କୋଟି
୫- କୃଷି କାର୍ୟ୍ୟକ୍ରମ – ୧,୬୨,୬୭୧ କୋଟି
୬- ଶିକ୍ଷା – ୧,୩୯, ୨୮୯ କୋଟି
୭- ଶକ୍ତି – ୧,୦୯, ୦୨୯ କୋଟି
୮- ସ୍ୱାସ୍ଥ୍ୟ – ୧,୦୪,୫୯୯ କୋଟି
୯- ସହରୀ ବିକାଶ – ୮୫,୫୨୨ କୋଟି
୧୦- ଆଇଟି ଓ ଟେଲିକମ – ୭୪,୫୬୦ କୋଟି
୧୧- ବାଣିଜ୍ୟ ଓ ଶିଳ୍ପ – ୭୦,୨୯୬ କୋଟି
୧୨- ସାମାଜିକ କଲ୍ୟାଣ – ୬୨, ୩୬୨ କୋଟି
୧୩- ବିଜ୍ଞାନ ଭିତ୍ତିକ ବିଭାଗ – ୫୫,୭୫୬ କୋଟି
୧୪- ଟିକସ ପ୍ରଶାସନ – ୪୫, ୫୦୦ କୋଟି
୧୫- ବୈଦେଶିକ ବ୍ୟାପାର – ୨୨, ୧୧୯ କୋଟି
୧୬- ଅର୍ଥ – ୨୦, ୬୪୯ କୋଟି
୧୭- ଉତ୍ତର ପୂର୍ବର ବିକାଶ – ୬,୮୧୨ କୋଟି
Comments ସମସ୍ତ ମତାମତ 0