ମୁଖ୍ୟ ଖବର
ନୂଆଦିଲ୍ଲୀ: କ୍ୟାନସର ରୋଗର ୧୭ଟି ଔଷଧ ଶସ୍ତା ହେବ । କ୍ୟାନସର ଓ ମଧୁମେହ ଭଳି ୭ଟି ଗମ୍ଭୀର ରୋଗର ଔଷଧ ଶସ୍ତା ହେବ । ମୋବାଇଲ, ମାଇକ୍ରୋ ଓଭେନ ଓ କପଡ଼ା ଶସ୍ତା ହେବ । ସେହିପରି ଚମଡ଼ାରୁ ପ୍ରସ୍ତୁତ ବ୍ୟାଗ ଓ ଜୋତା ଶସ୍ତା ହେବ । ସୌରଚାଳିତ ବସ୍ତୁ, ସି-ଫୁଡ, ଇଭି ବ୍ୟାଟେରି ଶସ୍ତା ହେବ । ବାୟୋ ସିଏନଜି ଗ୍ୟାସ ଶସ୍ତା ହେବ ।
ଅନ୍ୟପକ୍ଷରେ ଏଣିକି ମଦ ମହଙ୍ଗା ହେବ । କେବଳ ମଦ ନୁହେଁ ସିଗାରେଟ, ତମ୍ବାକୁ, ଖଣିଜ, ସ୍କ୍ରାପ ବି ମହଙ୍ଗା ହେବ ।
Comments ସମସ୍ତ ମତାମତ 0