Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମଦ ମହଙ୍ଗା

    Share on :
    ajab-Image
    Date: Feb 1, 2026    Views: 3153

    ନୂଆଦିଲ୍ଲୀ:  ମହଙ୍ଗା ହେଲା ସିଗାରେଟ, ତମ୍ବାକୁ ,  ମଦ । ବଜେଟରେ ଏନେଇ ଘୋଷଣା କରାଯାଇଛି । ତେବେ କ୍ୟାନସର ରୋଗର ୧୭ଟି ଔଷଧ ଶସ୍ତା ହେବ । କ୍ୟାନସର ଓ ମଧୁମେହ ଭଳି ୭ଟି ଗମ୍ଭୀର ରୋଗର ଔଷଧ ଶସ୍ତା ହେବ । ମୋବାଇଲ, ମାଇକ୍ରୋ ଓଭେନ ଓ କପଡ଼ା  ଶସ୍ତା ହେବ । ସେହିପରି ଚମଡ଼ାରୁ ପ୍ରସ୍ତୁତ ବ୍ୟାଗ ଓ  ଜୋତା ଶସ୍ତା ହେବ । ସୌରଚାଳିତ ବସ୍ତୁ, ସି-ଫୁଡ, ଇଭି ବ୍ୟାଟେରି ଶସ୍ତା ହେବ । ବାୟୋ ସିଏନଜି ଗ୍ୟାସ ଶସ୍ତା ହେବ ।  

    ସରିଲା ଅପେକ୍ଷା, ଖୋଲିଲା ପେଡ଼ି । ଆସିଛି କେନ୍ଦ୍ରୀୟ ବଜେଟ୍ । ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।

    Maximum 500 characters

    ତାଜା ଖବର View all

    Find Us on Facebook