ମୁଖ୍ୟ ଖବର
ଭୁବନେଶ୍ୱର: ଦେଶରେ ପ୍ରଦୂଷଣ ରେକର୍ଡ ଭାଙ୍ଗିଲା ଓଡ଼ିଶା। ତାଳଚେର ଓ ଅନୁଗୋଳ ଦେଶର ସବୁଠୁ ପ୍ରଦୂଷିତ ସହର ପାଲଟିଛି। AQI ଅତିଖରାପ ସ୍ତରରେ ଥିବା ଦେଶର ୬ ସହର ମଧ୍ୟରେ ଓଡ଼ିଶାର ୪ ସହର ରହିଛି। ୩୫୫ AQI ସହ ତାଳଚେର ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ ଅନୁଗୋଳରେ AQI ୩୨୯, ବାରିପଦାରେ AQI ୩୨୪, କଟକରେ AQI ୩୦୪ ଓ ଭୁବନେଶରର AQI ୩୦୨ ରହିଛି।
Comments ସମସ୍ତ ମତାମତ 0