Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସମସ୍ତେ ମିଶି ନୂଆବର୍ଷରେ ବହୁତ କିଛି ନୂଆ କରିବା: ଅନୁ ଗର୍ଗ

    Share on :
    ajab-Image
    Date: Jan 1, 2026    Views: 2885

    ଭୁବନେଶ୍ଵର : ନୂଆବର୍ଷରୁ କାର୍ୟ୍ୟ ଆରମ୍ଭ କଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ। ଲୋକସେବା ଭବନରେ ପ୍ରଥମ ପ୍ରତିକ୍ରିୟା ରଖିଲେ ଅନୁ ଗର୍ଗ। ନବବର୍ଷର ଜଣାଇଲେ ଶୁଭେଚ୍ଛା। କହିଲେ ଦାୟିତ୍ଵ ଗ୍ରହଣ ପରେ ପ୍ରଥମେ ପୁରୀ ଯାଇଥିଲି। ନିଜ ପାଇଁ ଓ ରାଜ୍ୟ ପାଇଁ ଜଗନ୍ନାଥଙ୍କ ଆଶୀର୍ବାଦ ନେଲି। ଆମେ ସମସ୍ତେ ମିଶି ନୂଆବର୍ଷରେ ବହୁତ କିଛି ନୂଆ କରିବା। 

    ଅନୁ ଗର୍ଗ ପୁଣି କହିଛନ୍ତି ଯେ, ଗୋଟିଏ ବୈଠକ ହୋଇଛି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି । ପ୍ରଥମ ଦିନରେ ଆମେ ସବୁଠାରୁ ଅଧିକ କାମ କରିବୁ। ଆଉ କ'ଣ କାମ ହୋଇପାରିବ ସ୍ଵାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛି। ସେପଟେ ଆଜି ସବୁ ସଚିବଙ୍କ ସହ ଅନୁ ଗର୍ଗ ବୈଠକ କରିବେ। 

    Maximum 500 characters

    ତାଜା ଖବର View all

    Find Us on Facebook